ପିଲାଙ୍କୁ ଶରୀର ବିଷୟରେ ସରଳ ଭାବେ ଶିଖାଇବା ଜରୁରୀ, କିନ୍ତୁ ଆମ ଇଲାକାରେ ଟିଚେରେ ଏହା କଥା ହିଁ କରନ୍ତି ନାହିଁ। POCSO ଅନୁସାରେ କୌଣସି ବୟସ୍କ ବ୍ୟକ୍ତି ପିଲାଙ୍କ ସହ ଅଶ୍ଳୀଳ କଥା କହିବା ବା ଛୁଇଁବା ନିଷିଦ୍ଧ। ମୋ କ୍ଲାସରେ ଗୋଟେ ଛୋଟ ଝିଅକୁ ସାର୍ ଅସଭ୍ୟ ଟୋକା ବୋଲି ଡାକିଲେ, ମୁଁ ପ୍ରିନ୍ସିପାଲଙ୍କୁ କହିବାରେ ଡରିଲି... ଆଜି ବି ମନଟା ଖରାପ ଲାଗେ।
#exams#study
Jump in to reply — no account needed.