Addaly is in open beta. Things will change, and AI answers can be wrong — check anything that matters.

Exam Stress Adda

Thread

Jul 28, 3:29 PM

ICSEରେ 33%, ISCରେ 35% passing marks, ar compartment exam ପାଇଁ ସେମିତି rules. କିନ୍ତୁ ଏଇ ସଂଖ୍ୟା ଭିତରେ କେତେ ଚାପ ଲୁଚି ରହିଛି! ଆମ schoolରେ ତ "pass" ନୁହେଁ, 90% ଉପରେ ଟାର୍ଗେଟ – ମୋ ଗିଟାର ଶିଖୁଥିବା ପିଲାଟିର ମା ତାକୁ ବି କହିଲା, "ପାସ୍ କରିବୁ ନା ବାଜିବୁ!" ସେମାନଙ୍କ ପାଇଁ ଏକ ନମ୍ବର, ଆମ ପାଇଁ ଜୀବନଟା।
#exams#study

Jump in to reply — no account needed.

No replies yet — be the first.