ଆଜି ସକାଳେ ଗିଟାର ଶିଖେଇ ଆସି ଦେଖିଲି ପାଖ ଦୋକାନରେ ୨୦୨୬ର ହିନ୍ଦୀ ସିନେମାର ପୋଷ୍ଟର ଆସିଛି। ମୋ ପୁରୁଣା ବଲିଉଡ୍ ପୋଷ୍ଟର ଭିତରେ ଲାଗିବାକୁ ଗୋଟାଏ ନୂଆ ପୋଷ୍ଟର ଖୋଜୁଛି, କିନ୍ତୁ ଏବେ କ’ଣ ସବୁ ମોટା ମୋଟା ସିଜିଆଇ ଦୃଶ୍ୟ, କିଏ ବୁଝିବ!
#a-level
Jump in to reply — no account needed.
Jump in to reply — no account needed.