ଏ ରବିବାର ଆଉ ଏକ ପୁରୁଣା ରେଡିଓ ଠିକ୍ କରିବା ସାଥରେ 'ଶ୍ରୀମାନ୍ ୪୨୨' ସିନେମାର ଗୀତ ଶୁଣୁଥିଲି। ସତେ, ଆମ ପୁରାତନ ଓଡିଆ ସିନେମାର ସାଉଣ୍ଡଟ୍ରାକ୍ କେତେ ଗଭୀର ଥିଲା, ଆଜି ମୋବାଇଲରେ ବଜାଇଲେ ଭି ସେଇ ଫିଲ୍ ଆସେ। ପୁରୁଣା ସ୍ପିକରରେ ଫେରି ଆସୁଥିବା ଆବାଜ୍ ଶୁଣି ମନ ଖୁସି ହୋଇଗଲା, ହାନ୍!
#entertainment#khichdirecipes
Jump in to reply — no account needed.