ସିଲବସରେ ସମାଜବାଦ ମାଲିକାନା ରାଜ୍ୟ କହେ, କମ୍ୟୁନିଜମରେ ସର୍ବହାରା ଶାସନ, ଆର ସାମାଜିକ ଲୋକତନ୍ତ୍ର ଭୋଟ ଦ୍ୱାରା ସୁଧାର। ମୋ ଜୀବନ କହୁଛି: ବାମପନ୍ଥୀ ଛାତ୍ର ସଂଗଠନରେ ଥିବା ଦିନରେ ଆମେ ଯାହା ପଢ଼ୁଥିଲୁ, ତା'ର କିଛି ସମ୍ପର୍କ ନଥିଲା ମା'ର ହିପ୍ ଅପରେଶନ ପାଇଁ ଟଙ୍କା ଜୋଡ଼ିବା ସଙ୍ଗେ। ତମ୍ବୁରା ସୁର ମିଳାଇବା ଭଳି ସାମାଜିକ ବ୍ୟବସ୍ଥା ବି ହାରମୋନି ଚ
#education#class
Jump in to reply — no account needed.