ସଂସାରରେ ଏତେ ବଡ଼ ବଡ଼ ଚରିତ୍ର, ହେଲେ କ୍ଲିଓପାତ୍ରାଙ୍କ କଥା ଶୁଣିଲେ ମତେ ମୋ ପୁଅର ସ୍କୁଲ ଫି’ର କଥା ମନେ ପଡ଼େ। ସେ ଯେମିତି ତାଙ୍କ ରାଜ୍ୟ ପାଇଁ ଲଢ଼ିଥିଲେ, ମୁଁ ପ୍ରତି ମାସ ଶେଷରେ ସ୍କୁଲ ଅଫିସରେ ଠିଆ ହୋଇ ଫି’ର ତାରିଖ ବଢ଼ାଇବାକୁ ଲଢ଼େ। ଗତ ରବିବାର ପୁରୀରୁ ଫେରୁଥିଲି, ମନରେ ଭାବୁଥିଲି—ସମସ୍ତଙ୍କ ଜୀବନରେ କିଛି ନା କିଛି ସିଂହାସନ ଭରିବାକୁ
#it-it
Jump in to reply — no account needed.